ଚନ୍ଦକା ଗୋଡ଼ିବାରିଠାରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ‘ନନ୍ଦ’

ବାରଙ୍ଗ: ଚନ୍ଦକା ଅଭୟାରଣ୍ୟ ଗୋଡ଼ିବାରିଠାରେ ପୋଷା ଦନ୍ତା ହାତୀ ‘ନନ୍ଦ’ର ମୃତ୍ୟୁ ଘଟିଛି। ନନ୍ଦକୁ ବଞ୍ଚାଇବାକୁ ଚିକିତ୍ସକଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି।ଗତ କିଛିଦିନ ପୂର୍ବରୁ ନନ୍ଦକୁ ଟ୍ରାଙ୍କୁଲାଇଜ କରାଯାଇଥିଲା। ଟ୍ରାଙ୍କୁଲାଇଜ ପରେ ନନ୍ଦର ସ୍ବାସ୍ଥ୍ୟ ବିଗିଡିଯାଇଥିଲା। ମୃତ୍ୟୁର ଏହା ଏକ କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ, ଶନିବାର ଟଳିପଡ଼ିଥିଲା ପୋଷା ଦନ୍ତା ହାତୀ ‘ନନ୍ଦ’। ଛାଟି ପିଟି ହୋଇ ଉଠିବାକୁ ଚେଷ୍ଟା କଲା। ମାଟିରେ ଗଡ଼ିଲା। … Continue reading ଚନ୍ଦକା ଗୋଡ଼ିବାରିଠାରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ‘ନନ୍ଦ’